ଭୁବନେଶ୍ୱର : ଲାଞ୍ଚ ନେଇ ରାଜସ୍ୱ ଅଧିକାରୀ ଗିରଫ

ଭୁବନେଶ୍ୱର : ୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତହସିଲ କାର୍ଯ୍ୟାଳୟର ରାଜସ୍ୱ ଅଧିକାରୀ ଦେବଦତ୍ତ ମିଶ୍ରଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ଅଧିକାରୀ ଗିରଫ କରିଛନ୍ତି

Read more

Advertisement

ଏବେ ଏବେ