ଭୋକିଲା ପେଟରେ କରୋନା ଯୁଦ୍ଧ: କନ୍ଧମାଳର ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କୁ ୨୨ ମାସ ହେଲା ଦରମା ନାହିଁ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଆଶା ଓ ଅଙ୍ଗନବାଡି କର୍ମୀଙ୍କଠାରୁ ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ, ପୁଲିସ ଓ ସାମ୍ବାଦିକ ପର୍ଯ୍ୟନ୍ତ ସମସ୍ତେ କରୋନା ଲଢେଇରେ ସାମିଲ ଅଛନ୍ତି। ଜୀବନ
Read more


