ମଙ୍ଗୁଲିରେ ନୂତନ ବିଦ୍ୟୁତ୍ ସବ୍ ଷ୍ଟେସନ କାର୍ଯ୍ୟକ୍ଷମ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମଙ୍ଗୁଲି ଗ୍ରାମରେ ନବନିର୍ମିତ ୬୩ କେଭି କ୍ଷମତା ସମ୍ପର୍ଣ୍ଣ ବିଦ୍ୟୁତ୍ ସବ୍ ଷ୍ଟେସନ କାର୍ଯ୍ୟକ୍ଷମ ହୋଇଛି ।

Read more

Advertisement

ଏବେ ଏବେ