ମଧ୍ୟ ରାତ୍ରରୁ ପଦ୍ମବେଶରେ ଆଭୁଷିତ ହେବେ ତିନି ଠାକୁର

ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟରାତ୍ରରୁ ପଦ୍ମବେଶରେ ସଜେଇ ହେବେ ତିନି ଠାକୁର । ଭୋର ସକାଳୁ ସକାଳୁ ପଦ୍ମ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର ।

Read more

Advertisement

ଏବେ ଏବେ