ପବିତ୍ର କାର୍ତ୍ତିକ ସୋମବାର ରେ ଦିଗପହଣ୍ଡି ଅଞ୍ଚଳର ସମସ୍ତ ମଠ,ମନ୍ଦିର ବନ୍ଦ କଲା ତହସିଲ ପ୍ରଶାସନ
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ତହସିଲ ପ୍ରଶାସନ ଏନ୍ଫୋର୍ସମେଣ୍ଟ ସ୍କୁଆର୍ଡ଼ ପକ୍ଷରୁ ସୋମବାର ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମ ମାନଙ୍କରେ ଥିବା ବିଭିନ୍ନ ମଠ ମନ୍ଦିର ଦେବାଳୟ ଗୁଡ଼ିକୁ
Read more