ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଦୁଇ ମୃତ, ଜଣେ ଗୁରୁତର

ଭଣ୍ଡାରିପୋଖରୀ (ଦୁର୍ଯ୍ୟୋଧନ ଲେଙ୍କା); ଭଣ୍ଡାରିପୋଖରୀ ଥାନା କହରାପୋଖରୀ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିବାରୁ ଦୁଇଜଣ ଯୁବକ ମୃତ୍ୟୁ ବରଣ କରିଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି

Read more

Advertisement

ଏବେ ଏବେ