ମଲ୍ଲୀର ମହକ ମଂଚସ୍ଥ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପଠାରେ ଅର୍ପଣ ଡ୍ୟାନସ ଓ ଡ୍ରାମା ଫେଷ୍ଟିଭାଲ ପକ୍ଷରୁ ସାମାଜିକ ସଚେତନତା ଧର୍ମୀ ନାଟକ ମଲ୍ଲୀର ମହକ ମଂଚସ୍ଥ ହୋଇଯାଇଛି

Read more

Advertisement

ଏବେ ଏବେ