ମଳିପଡ଼ାରେ ବିଜେପି ପ୍ରତିଷ୍ଠା ଦିବସ

ନିରାକାରପୁର (ଯୁଗାଦ୍ଧ ନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ମଳିପଡ଼ାସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପିର ପ୍ରତିଷ୍ଠା ଦିବସ ବରିଷ୍ଠ ବିଜେପି ନେତା କେଳୁ ଚରଣ ଜଗଦ୍ଦେବଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି

Read more

Advertisement

ଏବେ ଏବେ