ମଳୟ ଯୁକ୍ତ ବୃକ୍ଷ ଚନ୍ଦନ ପରି ମଣିଷ ଥିଲେ ସରୋଜକାନ୍ତ ଜେନା(ଟୁକଭାଇ)

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସେ ଦିନ ଥିଲା ୧୯୫୩ମସିହା ଏପ୍ରିଲମାସ ୨୯ତାରିଖ । ଯେଉଁଦିନ ଶଙ୍ଖପୁର ଗ୍ରାମର ରସାନନ୍ଦ ଜେନା ଓ ପ୍ରେମଶିଳାଙ୍କର ପ୍ରଥମ ସନ୍ତାନ ଜନ୍ମ ନେଇଥିଲେ

Read more

Advertisement

ଏବେ ଏବେ