ମହବୀର ଯୁବକ ସଂଘ ପକ୍ଷରୁ ଶାସ୍ତ୍ରୀଙ୍କ ୫୬ତମ ତିରୋଧାନ ଦିବସ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ବଡରମ୍ପାସ ସ୍ଥିତ ମହାବୀର ଯୁବକ ସଂଘ ପକ୍ଷରୁ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୫୬ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି ।

Read more

Advertisement

ଏବେ ଏବେ