ମହମ୍ମଦପୁରରେ ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା) : ମହମ୍ମଦପୁର ସ୍ଥିତ ‘ଆମେ କେତେଜଣ’ ସଂଗଠନ ପକ୍ଷରୁୁ ସମ୍ବିଧାନ ପ୍ରଣେତା ଡ. ବିଆର. ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ।

Read more

Advertisement

ଏବେ ଏବେ