ମହାଦେବଙ୍କ ପୀଠରେ ପ୍ରବଚନ କାର୍ଯ୍ୟକ୍ରମ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ବନ୍ତ ବ୍ଳକ ଛୟାଳସିଂ ବଜାରସ୍ଥିତ ଶ୍ରୀ ଶ୍ରୀ ଖଗେଶ୍ୱର ମହାଦେବଙ୍କ ପୀଠରେ ସପ୍ତାହବ୍ୟାପୀ ଭାଗବତ ପାରାୟଣ, ପ୍ରବଚନ, ବେଦପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ।

Read more

Advertisement

ଏବେ ଏବେ