ମାଁ ବ୍ରାହ୍ମଣ ଦେବୀଙ୍କ ଐତିହାସିକ ଦ୍ୱିବାର୍ଷିକ ଯାତ୍ରା ଅସ୍ଥାୟୀ ମନ୍ଦିରରେ ଶୁଭଖୁଣ୍ଟି ସ୍ଥାପନ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗଞ୍ଜାମ ଜିଲ୍ଲାର ମନ୍ଦିର ମାଳିନୀ ସହର ବେଲଗୁଣ୍ଠାର ୨୦୨୩ରେ ହେବାକୁ ଥିବା ଐତିହାସିକ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ
Read more


