ମାଇଁ ଆଲୁମିନି ଆସୋସିଏସନ ପକ୍ଷରୁ ଆସନ୍ତା ୧୯ରେ ମେଗା ପ୍ରତିଯୋଗିତା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ମାଇଁ ଆଲୁମିନି ଆସୋସିଏସନ ପକ୍ଷରୁ ଆସନ୍ତା ୧୯ତାରିଖରେ ମହାବିଦ୍ୟାଳୟ ପରିସରରେ ମେଗା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି

Read more

Advertisement

ଏବେ ଏବେ