ମାତୃ ସମ୍ମିଳନୀ ଓ ସମର୍ପଣ ଦିବସ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌):କେନ୍ଦୁଝର ଜିଲା ଯୋଡା ସହରର କୁନ୍ଦୁରୁନାଲାଠାରେ ଅବସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରଠାରେ ଶୁକ୍ରବାର ଅପରାହ୍ନରେ ମାତୃ ସମ୍ମିଳନୀ ଓ ସମର୍ପଣ ଦିବସ ଅନୁଷ୍ଠିତ ହୋଇଯାଇଛି ।

Read more

Advertisement

ଏବେ ଏବେ