ମାର୍ଚ୍ଚ ଆରମ୍ଭ ବଢିଲାଣି ଗ୍ରୀଷ୍ମ ପ୍ରବାହ : ୭ ସହରର ପାରଦ ୩୬ ଡ଼ିଗ୍ରୀ ଉପରେ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ମାର୍ଚ୍ଚ ଆରମ୍ଭରୁ ବଢିଲାଣି ଗ୍ରୀଷ୍ମ ପ୍ରବାହ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ରେକର୍ଡ଼ କରାଯାଇଛି ।

Read more

Advertisement

ଏବେ ଏବେ