ମାର୍ଚ୍ଚ ୧୫ରୁ ୩୧ ଯାଏଁ ନନ୍ଦନକାନନ ବନ୍ଦ

ଭୁବନେଶ୍ବର : କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଉଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ମାର୍ଚ୍ଚ ୩୧ ଯାଏ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବନ୍ଦ ରଖାଯାଇଛି।

Read more

Advertisement

ଏବେ ଏବେ