ମା ମଙ୍ଗଳାଙ୍କ ଆଶୀର୍ବାଦ ନେଇ ନାମାଙ୍କନ ପତ୍ର ଦାଖଲ କଲେ ବାଇଧର

କୋଣାର୍କ, (ଗଣେଶ୍ୱର ବେହେରା):ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ବିଶାଳ ଶୋଭାଯାତ୍ରାରେ ଯାଇ ପୁରୀରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Read more

Advertisement

ଏବେ ଏବେ