ମୃତକଙ୍କୁ ସହାୟତା ରାଶି ପ୍ରଦାନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ହିଞ୍ଜିଳିକାଟୁ ପୌରାଞ୍ଚଳ ୧୬ ନଂ ୱାର୍ଡ ଗାୟତ୍ରୀ ନଗର ବାସିନ୍ଦା ଜଗନ୍ନାଥ ପଟ୍ଟନାୟକ (୩୪)ଙ୍କ ମଙ୍ଗଳବାର ସନ୍ଧ୍ୟାରେ ହୃଦଘାତରେ ମୃତ୍ୟୁ ଘଟିଥିଲା ।

Read more

Advertisement

ଏବେ ଏବେ