ବର୍ଦ୍ଧିତ ଘର ଟିକସ,ମେଡିକାଲରେ ପାର୍କିଂ ଫି ପ୍ରତ୍ୟାହାର ସହ ଅନୁପସ୍ଥିତ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିନେଇ ୧୧୯ତମ ଘଣ୍ଟ ବିକ୍ଷୋଭ
ବ୍ରହ୍ମପୁର: ଏମକେସିଜି ମେଡିକାଲ ପରିସରରେ ବେନିୟମ ଭାବେ ଆଦାୟ ହେଉଥିବା ପାର୍କିଂ ଫି ବନ୍ଦ,କଟକ, ଭୁବନେଶ୍ୱରରେ ଘର ଟିକସ ବୃଦ୍ଧିକୁ ପ୍ରତ୍ୟାହାର କରିବା ଭଳି ବ୍ରହ୍ମପୁରରେ ମଧ୍ୟ
Read more