ମେଡିକାଲରେ ରୋଗୀଙ୍କୁ ଦିଆଯାଉଛି ଏକ୍ସପାଇର ଔଷଧ

ମୋହନା ,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ୩୯ ପଞ୍ଚାୟତ ଏଠି ପ୍ରତେକ ଦିନ ଲୋକେ ଜର,ଖାସ,ଥଣ୍ଡା,ମୁଣ୍ଡବଥା,ରେ ଆକ୍ରାନ୍ତ ହେଇଥାନ୍ତି | ଲୋକେ ମେଡିକାଲ ଆସନ୍ତି

Read more

Advertisement

ଏବେ ଏବେ