ମେଲାଣି ନେଲେ ଜଗଜ୍ଜନନୀ ଦଶଭୁଜା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରପାଳିକା ଅଧିନରେ ୩ଟି ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥିଲା । ଜଗଜ୍ଜନନୀଙ୍କୁ ବିସର୍ଜନ ପରେ ଆଜି ମେଲାଣି ଦିଆଯାଇଛି ।

Read more

Advertisement

ଏବେ ଏବେ