ମୋବାଇଲ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ମୋବାଇଲ ସହ ବିଭିନ୍ନ ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ମେଇନ ଠାରେ ଥିବା ଶ୍ରୀରାମ ମୋବାଇଲ ଏଣ୍ଡ ରିପେରିଂ ଦୋକାନରେ ହଠାତ ରାତ୍ର ୧୦ଟାରେ ସଟ ସର୍କିଟ ହୋଇ ନିଆଁ ଲାଗିଯାଇ |

Read more

Advertisement

ଏବେ ଏବେ