ମୋବାଇଲ ବ୍ୟବହାରକୁ ନେଇ ବିବାଦଶିକ୍ଷୟତ୍ରୀକୁ ପିଟିଲେ ପ୍ରଧାନ ଶିକ୍ଷକ

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କୁଶଟିକିରି ୟୁଜିୟୁପି ସ୍କୁଲରେ ମୋବାଇଲ ବ୍ୟବହାରକୁ ନେଇ ଆଜି ବିବାଦ ଉଗ୍ରରୁପ ଧାରଣ କରିଛି ।

Read more

Advertisement

ଏବେ ଏବେ