ମୋ ପରିବାର’ ଜୀବନବିନ୍ଦୁ ‘ରାଇରଙ୍ଗପୁର ଆନୁକୁଲ୍ୟରେ ୧୦୮ ୟୂନିଟ ରକ୍ତ ସଂଗ୍ରହ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଆଜି ରାଇରଙ୍ଗପୁର ବିଜେଡି ଆନୁକୁଲ୍ୟରେ ସ୍ଥାନୀୟ ପିସିଏମ କ୍ଲବ ପରିସରରେ ଓଡିଶା ମୋପରିବାର ‘ଜୀବନବିନ୍ଦୁ’ ଆନୁକୁଲ୍ଯରେ ୧୦୮ ୟୂନିଟ ରକ୍ତ ସଂଗ୍ରହ କରାଯାଇଛି ।

Read more

Advertisement

ଏବେ ଏବେ