ମ୍ଯୁନିସିପାଲିଟି ଓ ପଞ୍ଚାୟତରାଜ ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି ଓ ଅପାରଗତା କାରଣରୁ ବାଲେଶ୍ବର ଜନସାଧାରଣ ମୌଳିକ ସେବାରୁ ବଞ୍ଚିତ :- ସାଂସଦ ସୁରେଶ ପୂଜାରୀ
ବାଲେଶ୍ବର, (ଓ୍ବାଇଏନ୍ଏସ୍):ବାଲେଶ୍ବର ଉପନିର୍ବାଚନରେ ପ୍ରଚାର କରିବାକୁ ଆସିଥିବା ବରଗଡ଼ର ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ କରିଥିଲେ।ବାଲେଶ୍ବରର ପଞ୍ଚାୟତରାଜ ଓ ପୌରସଂସ୍ଥାରେ
Read more