ଯୁବ ବିଜେଡି ଗଣମାଧ୍ୟମର ସଂଯୋଜକ ହେଲେ ବିଶ୍ୱରଞ୍ଜନ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ କେନ୍ଦ୍ରାପଡା ଜିଲ୍ଲା ଯୁବ ବିଜେଡି ପକ୍ଷରୁ ନବ ନିଯୁକ୍ତ ସାମାଜିକ ଗଣମାଧ୍ୟମର ସଂଯୋଜକ ଭାବେ ବିଶ୍ୱରଞ୍ଜନ ଦାସଙ୍କୁ ମନୋନ୍ୱିତ କରାଯାଇଛି ।

Read more

Advertisement

ଏବେ ଏବେ