ରଙ୍ଗମାଟି ପଡ଼ିଆରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ

ପୋଲସରା,(ଅନିଲ କୁମାର ମହାରଣା): ପୋଲସରା ନିମିନା ଗ୍ରାମର ରଙ୍ଗମାଟି ପଡ଼ିଆରେ ଜାନୁଆରୀ ୩୦ ତାରିଖ ଦିନ ମା’ତାରିଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପକ୍ଷରୁ କ୍ରିକେଟ ମ୍ୟାଚର ଶୁଭାରମ୍ଭ ହୋଇଯାଇଛି

Read more

Advertisement

ଏବେ ଏବେ