ରଥଖଳା ଚଳଚଞ୍ଚଳ , ରଥଯାତ୍ରା ଆଉ ୩୨ଦିନ

ପୁରୀ (ଜୁଗାବ୍ଦ ନ୍ୟୁଜ୍‍): ଆସନ୍ତା ଜୁଲାଇ ମାସ ୪ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ସେଥିପାଇଁ ଚଳଚଞ୍ଚଳ ଶ୍ରୀନଅର ସମ୍ମୁଖ ରଥଖଳା ।

Read more

Advertisement

ଏବେ ଏବେ