ରଥଯାତ୍ରା ଲାଗି ଦ୍ୱିତୀୟ ସମୀକ୍ଷା ବୈଠକ ଶ୍ରୀକ୍ଷେତ୍ରକୁ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା: ଡିଜିପି
ପୁରୀ(ଜୁଗାବ୍ଦ ନ୍ୟୁଜ୍): ଜୁଲାଇ ୪ତାରିଖ ରଥଯାତ୍ରା ଲାଗି ଗୁରୁବାର ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଏସ୍ପିଙ୍କ କାର୍ଯ୍ୟାଳୟରେ ଦ୍ୱିତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି
Read more



