ରାଇରଙ୍ଗପୁର ର ଧର୍ମପରାୟଣ ବ୍ୟକ୍ତି ଇଂ ନିର୍ମଳ କାନ୍ତି କଵି ଆର ପାରିରେ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ କୁଚେଇବୁଢି ଗ୍ରାମର ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ଇଂ ନିର୍ମଳକାନ୍ତି କବିଙ୍କ (୮୧)ସୋମବାର ଦିନ ସଂଧ୍ୟାରେ ଭୂବନେଶ୍ବରରେ ଦେହାନ୍ତ ହୋଇଯାଇଛି ।
Read more