ରାଇରଙ୍ଗପୁରରେ ବିଶ୍ୱକର୍ମା ପୂଜା ପାଳିତ

ରାଇରଙ୍ଗପୁର , (ଯୁଗାବ୍ଦ ନ୍ୟୁଜ): ରାଇରଙ୍ଗପୁର ସହରାଞ୍ଚଳରେ ବିଶ୍ୱକର୍ମା ପୂଜା ଧୂମଧାମରେ ପାଳିତ ହୋଇଯାଇଛି । ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନଗୁଡିକରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି

Read more

Advertisement

ଏବେ ଏବେ