ରାଜତାରା ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ଯୁକ୍ତ ତିନି ଖୋଲିବା ପାଇଁ ସୁଯୋଗ ମିଳିଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କାଶୀନଗର ବ୍ଲକ ସିଧାମଡଙ୍ଗ ପଞ୍ଚlୟତ ସିଧାମଡଙ୍ଗ ଗ୍ରାମ ଠାରେ ୧୯୧୪ସ୍ଥାପିତ ରାଜତାରା ଉଚ୍ଚମାଧ୍ୟମିକ ବିଦ୍ୟାଳୟଟି ଓଡ଼ିଶା ସରକାରଙ୍କ ଚିଠି ସଂଖ୍ୟା:୧୨୦୪/ତା:୨୦.୦୫.୨୦୨୩ ରିଖ ଅନୁଯାଇ
Read more



