ରାଜପୁର ଓଡିଶା ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦେବା ଘଟଣାରେ ପାତର ଅନ୍ତର! ଛାତ୍ରଛାତ୍ରୀ ଓ ଅଭିଭାବକ ଅସନ୍ତୁଷ୍ଟ
କୋଦଳା, (ଗୁଲସନ କୁମାର କର): ସିବିଏସଇ ଅଧୀନରେ ପରିଚାଳିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଚଳିତ ବର୍ଷ ମ୍ୟାଟ୍ରିକ ପିଲାଙ୍କୁ ମାର୍କ ପ୍ରଦାନରେ ପାତର ଅନ୍ତର ଅଭିଯୋଗ ହୋଇଛି।
Read more