ରାଜ୍ୟସରକାର ବଢାଇଲେ ମହଙ୍ଗା ଭତ୍ତା

ଭୁବନେଶ୍ୱର:- ସରକାରୀ କର୍ମଚାରୀଙ୍କ ୭ମ ବେତନ କମିସନ୍ ଦରମା ବକେୟାର ୧୦% ସହ ୫% ମହଙ୍ଗା ଭତ୍ତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି ।

Read more

Advertisement

ଏବେ ଏବେ