ରାଜ୍ୟସ୍ତରୀୟ ବନାନୀ ସ୍ମାରକୀ ଦୃଷ୍ଟିହୀନ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅଭିନ୍ନସୁନ୍ଦର ଦୃଷ୍ଟିହୀନ ବିଦ୍ୟାଳୟ ଚାମ୍ପିଅନ୍

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ରାଜ୍ୟସ୍ତରୀୟ ତୃତୀୟ ବନାନୀ ସ୍ମାରକୀ ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୧୯ ଦାରୁଠେଙ୍ଗସ୍ଥିତ ପିଣ୍ଡିକି ୟୁଥ୍ କ୍ଲବ, ଡ଼ାକ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି ।

Read more

Advertisement

ଏବେ ଏବେ