ରାଜ୍ୟ ରାଜକୋଷକୁ ଲୁଟ୍ କରି ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ କଲେଜ କ୍ୟାମ୍ପସରେ ଦଳୀୟ ପ୍ରଚାର କରୁଛନ୍ତି ବିଜେଡ଼ି ସରକାର
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟର ସମସ୍ତ ଯୋଜନା ବିଜେଡ଼ି କରଣ କରିବାରେ ବ୍ୟସ୍ତ ରାଜ୍ୟ ସରକାର ଓଡ଼ିଶାର ସମସ୍ତ କଲେଜ ପରିସର ଗୁଡ଼ିକରେ ମଧ୍ୟ ଆଗମୀ ସାଧାରଣ ନିର୍ବାଚନ
Read more