ରାଜ୍ୟ ସମାଜସେବୀ ମହାସଂଘର ସହ ସମ୍ପାଦକ ଭାବେ  ଅଂଶୁମାନ ପ୍ରିୟଦର୍ଶନଙ୍କୁ ମନୋନୀତ 

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-ରାଜ୍ୟ ସମାଜସେବୀ ମହାସଂଘର ନୂତନ ଭାବରେ ଫୁଲବାଣୀର ସମାଜସେବୀ ଅଂଶୁମାନ ପ୍ରିୟଦର୍ଶନଙ୍କୁ ରାଜ୍ୟ ତରଫରୁ ସହ ସମ୍ପାଦକ ଭାବରେ ମନୋନୀତ କରାଯାଇଛି

Read more

Advertisement

ଏବେ ଏବେ