ରାମନବମୀ ଅବସରରେ ବଜରଙ୍ଗଦଳ ପକ୍ଷରୁ ଖାଦ୍ୟ ବଂଟନ

କେନ୍ଦ୍ରାପଡା : ବଜରଙ୍ଗ ଦଳ ପକ୍ଷରୁ ଶ୍ରୀରାମନବମୀ ଅବସରରେ ଆଜି ଅପରାହ୍ନରେ ସହରର ବିଭିନ୍ନ ସ୍ଥାନରେ ଜନସାଧାରଣ ଓ ପୋଲିସଭାଇମାନଙ୍କୁ ସୁଜି ହାଲୁଆ ବଂଟନ କରିଥିଲେ ।

Read more

Advertisement

ଏବେ ଏବେ