ରାଷ୍ଟ୍ରପତି ନିର୍ବାଚନ ଫଳ ପ୍ରକାଶ ପରେ ବିଜେପିର ‘ବିଜୟ ଉତ୍ସବ’

ବାଲେଶ୍ୱର, (ସରୋଜ ପଣ୍ଡା) :-ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାକୁ ନେଇ ବିଭିନ୍ନ ମହଲରେ ଖୁସୀର ଲହରୀ ଖେଳିଯାଇଛି ।

Read more

Advertisement

ଏବେ ଏବେ