ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ୭୬ତମ ବଳିଦାନ ଦିବସକୁ ପ୍ରାୟଶ୍ଚିତ ଓ ସଙ୍କଳ୍ପ ଦିବସ ରୂପେ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗାନ୍ଧିଜୀ ଥିଲେ ସତ୍ୟ,ଅହିଂସା, ସଂପ୍ରୀତି ଓ ଭାଇଚାରାର ପ୍ରତୀକ । ତାଙ୍କର ବିଚାର ଥିଲା ମାନବବାଦ ଉପରେ ପର୍ଯ୍ୟବେଶିତ ସର୍ବୋଚ ବୈଶ୍ୱିକ ଆଦର୍ଶ ।

Read more

Advertisement

ଏବେ ଏବେ