ରାସ୍ତାମରାମତି ପାଇଁ ବିଜେପିର ଦାବିପତ୍ର

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଧିନ ପୂର୍ତ୍ତବିଭାଗର ତିନିଗୋଟି ରାସ୍ତାକୁ ସମ୍ପୂର୍ଣ୍ଣ ନିର୍ମାଣ ପାଇଁ ଆଜି ବିଜେପି ପକ୍ଷରୁ ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି

Read more

Advertisement

ଏବେ ଏବେ