ଟାଟାଷ୍ଟିଲ ଡ଼ାକ୍ତରଖାନାରେ ଆଦିବାସୀ ଗର୍ଭବତୀ ମହିଳାଙ୍କୁ ମିଳିଲାନି ଚିକିତ୍ସା,ରାସ୍ତାରେ ପ୍ରସବ, ଚିକିତ୍ସ୍ୟା ଅଭାବରୁ ଶିଶୁପୁତ୍ରର ମୃତ୍ୟୁ
ଯୋଡ଼ା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ପଶ୍ଚିମ ଯୋଡା ସ୍ଥିତ ମଙ୍ଗଳାମନ୍ଦିର ନିକଟସ୍ତ ରାସ୍ତାରେ ଜନ୍ମ ହୋଇଛି ଏକ ଶିଶୁପୁତ୍ର । ଭୂମିଷ୍ଠ ହେବା ପରେ ଶିଶୁପୁତ୍ରଟିର
Read more