ରାସ୍ତା ସମସ୍ୟାକୁ ନେଇ ବ୍ଲକ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଗୋପ ଗ୍ରାମର ୧୦ନମ୍ବର ୱାର୍ଡର ମୁଖ୍ୟ ରାସ୍ତାଟି ପାଣିକାଦୁଅରେ ସରବର ହୋଇଯାଇଥିବାରୁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Read more

Advertisement

ଏବେ ଏବେ