ରୁମାଗଡ ଓ ମନ୍ଦାର ପଞ୍ଚାୟତରେ ପୋଲିସ ପକ୍ଷରୁ ଫ୍ଳାଗ୍ ମାର୍ଚ୍ଚ

ପୋଲସରା, (ଅନିଲ କୁମାର ମହାରଣା):ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ପରିପ୍ରେକ୍ଷୀରେ ପୋଲସରା ପୋଲିସ ପକ୍ଷରୁ ରୁମାଗଡ ଓ ମନ୍ଦାର ଗ୍ରାମ ପଞ୍ଚାୟତରେ ଫ୍ଳାଗ୍ ମାର୍ଚ୍ଚ ଅନୁଷ୍ଠିତ ହୋଇଛି।

Read more

Advertisement

ଏବେ ଏବେ