ଲକ୍ଷଲକ୍ଷ ଟଙ୍କା ହଡପ ଘଟଣାରେ ସୋସୋ ଓ ସୁଲଣ ପଞ୍ଚାୟତର ପିଇଓଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ

ହାଟଡିହି, (ବିକାଶ ବିଶ୍ୱାଳ ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଓ ସୁଲଣ ପଞ୍ଚାୟତର ପିଇଓ ବ୍ୟାସଦେବ ନାୟକଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି ।

Read more

Advertisement

ଏବେ ଏବେ