ଲକ୍ଷ୍ମୀପୁରଠାରେ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ; ପ୍ରଥମ ଦିନରେ ବେଙ୍ଗଲ ଟାଇଗର ବିଜୟୀ

ଛତ୍ରପୁର,(ଦେବଦତ୍ତ ମହାରଣା): ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଠାରେ ଲକ୍ଷ୍ମୀପୁର ୟୁଥ କ୍ଲବ ପକ୍ଷରୁ ରଘୁନାଥ ଗୋପିନାଥ ଲକ୍ଷ୍ମୀପୁର କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦଘାଟିତ ହୋଇଯାଇଛି ।

Read more

Advertisement

ଏବେ ଏବେ