ଶରଣ ଶ୍ରୀକ୍ଷେତ୍ର ଲୋକନାଥ ମନ୍ଦିରରେ ମହାଶିବରାତ୍ରି

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପବିତ୍ର ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିସରରେ ଥିବା ଶ୍ରୀ ଲୋକନାଥ ମନ୍ଦିରରେ ମହାଶିବରାତ୍ରି ମହାସମାରୋହ ସହ ଅନୁଷ୍ଠିତ ହୋଇଯାଇଛି।

Read more

Advertisement

ଏବେ ଏବେ