ଶହୀଦ ଯବାନମାନଙ୍କ ଘରେ ପହଞ୍ଚିଲା କନ୍ଧମାଳ ପୋଲିସ; ଶ୍ରଦ୍ଧାଞ୍ଜଳି ଓ ଶାନ୍ତ୍ୱନା ଦେଲେ- ବିଭିନ୍ନ ଥାନାରେ ଶହୀଦଙ୍କ ଫଟୋ ଉନ୍ମୋଚନ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୁଲିସର ଶହୀଦ ହୋଇଥିବା ଯବାନମାନଙ୍କ ପରିବାର ପାଖରେ ପହଞ୍ଚିଥିଲା କନ୍ଧମାଳ ପୁଲିସ୍। ପ୍ରତି ଶହୀଦଙ୍କ ଘରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ସହିତ ଶାନ୍ତ୍ୱନା
Read more


