ଶିକ୍ଷାକର୍ମଚାରୀଙ୍କୁ ସମ୍ମାନୀତ କଲା ଜିଲା ଓଷ୍ଟା ସଂଘ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ଓଷ୍ଟା ସଂଘ ପକ୍ଷରୁ ବନ୍ତ ବ୍ଲକ ନିଳୋକ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷାକର୍ମଚାରୀ ସନାତନ ନାୟକଙ୍କୁ ସମ୍ମାନୀତ କରାଯାଇଛି ।

Read more

Advertisement

ଏବେ ଏବେ